April 23, 2025

ମନି ଲଣ୍ଡ୍ରିଂ ମାମଲା : ମାର୍ଚ୍ଚ 7 ପର୍ଯ୍ୟନ୍ତ ବୃଦ୍ଧି ହେଲା ଏନସିପି ନେତା ନବାବ ମଲିକଙ୍କ ଇଡି ହେପାଜତ ଅବଧି

ମୁମ୍ବାଇ : ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କ ଅସୁବିଧା ବଢିବାରେ ଲାଗିଛି । ତାଙ୍କ ଗିରଫଦାରୀ ଏବଂ ମନି ଲଣ୍ଡରିଂ ମାମଲା ବନ୍ଦ କରିବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ବେଳେ ସ୍ୱତନ୍ତ୍ର କୋର୍ଟ ନବାବ ମଲିକଙ୍କ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅବଧିକୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia