April 21, 2025

ମନମୋହନ ସରକାରକୁ ମନୀଷଙ୍କ ଟାର୍ଗେଟ୍, କହିଲେ – ‘ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଦେଖିବାକୁ ମିଳିଥିଲା ଭାରତର ଦୁର୍ବଳତା’

ନୂଆଦିଲ୍ଲୀ : କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ମନୀଷ ତିୱାରୀ ନିଜ ଦଳର ମନମୋହନ ସିଂହ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମନୀଷ ତିୱାରୀ ତାଙ୍କର ଏକ ପୁସ୍ତକରେ କହିଛନ୍ତି ଯେ 2008 ମୁମ୍ବାଇ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, କିନ୍ତୁ ତାହା ହୋଇ ନଥିଲା । ସେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia