April 22, 2025

ମଦ୍ୟପାନ କରି ଗୁରୁଦ୍ୱାର ପରିଦର୍ଶନ କରିଥିବା ନେଇ ପଞ୍ଜାବର ସିଏମ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ

ଚଣ୍ଡିଗଡ଼ : ବିଜେପି ନେତା ତେଜିନ୍ଦର ପାଲ ସିଂହ ବଗ୍ଗା ଶନିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଭଗୱନ୍ତ ମାନ୍ ଗୁରୁଙ୍କ ମଦ୍ୟପାନ କରି ଗୁରୁଦ୍ୱାରକୁ ଯିବା ନେଇ ଏହି ଅଭିଯୋଗ କରାଯାଇଛି । ଅଭିଯୋଗ ଉପରେ ପଞ୍ଜାବର ଡିଜିପିଙ୍କ ନିକଟରେ ବଗ୍ଗା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia