ଭୟ ବଢାଉଛି ଆଉ ଏକ ଘୂର୍ଣ୍ଣିବଳୟ , ୪ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଚିନ୍ତା ବଢାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଉପକୂଳ ମୁହାଁ ଘୁର୍ଣ୍ଣିବଳୟ ପ୍ରଭାବ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ଏହାର ପ୍ରଭାବରେ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ଲାଗିରହିଛି ବର୍ଷା । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବିସ୍ତୃତ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ରହିବ ବର୍ଷାର ପ୍ରଭାବ । ପଶ୍ଚିମ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia