April 30, 2025

ଭୁବନେଶ୍ବର ପରିକ୍ରମା କରୁଛି “ଅହିଂସା ରଥ” ,ଭବ୍ୟ ସ୍ବାଗତ କଲେ ରାଜଧାନୀବାସୀ

ଭୁବନେଶ୍ବର: ଆଜି ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥର ଉଦଘାଟନ କରିଛନ୍ତି। ରାଜ୍ୟର ୩୦ ଗୋଟି ଜିଲ୍ଲାକୁ ଏହି ରଥ ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ପହଞ୍ଚିଛି ଏହି ରଥ। ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଆଗ୍ରହର ସହିତ ଏହି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia