April 21, 2025

ଭୁବନେଶ୍ବରରେ ପହଞ୍ଚିଲା ସ୍ୱର୍ଣ୍ଣିମ ବିଜୟ ମଶାଲ, ଭବ୍ୟ ସ୍ଵାଗତ ସମବର୍ଦ୍ଧନା ସହ ଆଜି ରହିବ 120 ବାଟାଲିୟନ ପରିସରରେ

ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ଭୁବନେଶ୍ବର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ମୁଖ୍ଯାଳୟ ଠାରେ ପହଁଚିଛି। ଭବ୍ଯ ସମ୍ବର୍ଦ୍ଧନା ସହିତ ଏହି ପବିତ୍ର ମଶାଲ ବର୍ତ୍ତମାନ ଏଠାରେ ଅବସ୍ଥାପିତ ହୋଇଛି। ଆସନ୍ତା କାଲିଠାରୁ ଏହି ମଶାଲ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ଗମନ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia