April 22, 2025

ଭାରୀ ପଡ଼ିଲା 1 ପ୍ରତିଶତ କମିଶନ, ବରଖାସ୍ତ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା

ଚଣ୍ଡିଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ଦୁର୍ନୀତି ଅଭିଯୋଗ ଆସିବା ପରେ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସିଙ୍ଗଲା ଚୁକ୍ତିନାମା ପାଇଁ ଅଧିକାରୀଙ୍କଠାରୁ 1 ପ୍ରତିଶତ କମିଶନ ଦାବି କରୁଥିଲେ । ତାଙ୍କ ବିରୋଧରେ କିଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia