April 20, 2025

ଭବାନୀପୁରରେ ଚାଲିଛି ମମତାଙ୍କ ଭାଗ୍ୟ ପରୀକ୍ଷା, ଜାରି ରହିଛି ମତଦାନ

କୋଲକାତା : ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନ ପାଇଁ ଆଜି ହେଉଛି ମତଦାନ । ଭବାନୀପୁର, ସମସେରଗଞ୍ଜ ଏବଂ ଜାଙ୍ଗୀପୁର ଆସନ ପାଇଁ ଉପ ନିର୍ବାଚନ କରାଯାଉଛି । ହେଲେ ସମସ୍ତଙ୍କ ନଜର ରହିଛି ଭବାନୀପୁର ଆସନ ଉପରେ । ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରମ୍ପରିକ ଆସନ ଭବାନୀପୁରରେ ସେ ନିଜର ସମ୍ମାନ ବଞ୍ଚାଇ ମୁଖ୍ୟମନ୍ତ୍ରୀ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia