April 22, 2025

ବ୍ରଜରାଜନଗର ଉପନିର୍ବାଚନ: ନିର୍ବାଚନୀ ରଣନୀତି ପ୍ରସ୍ତୁତ କଲା ବିଜେଡି; ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ ?

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେଡି । ନିର୍ବାଚନ ପରିଚାଳନା ପାଇଁ ଛାମୁଆ ନେତାଙ୍କୁ ମିଳିଲା ଦାୟିତ୍ୱ । ମନ୍ତ୍ରୀ ଓ ବିଧାୟକଙ୍କୁ ଉପନିର୍ବାଚନ ପାଇଁ ଦାୟିତ୍ବ ଦେଇଛନ୍ତି ସୁପ୍ରିମୋ । ମନ୍ତ୍ରୀ ନବ ଦାସଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କ ସହିତ ଜିଲ୍ଲା ପର୍ଯ୍ଯବେକ୍ଷକ କଟକ ମେୟର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia