April 24, 2025

ବେକାରୀ ସମସ୍ୟା ନିୟନ୍ତ୍ରଣରେ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: ଦେଶରେ ଏବେ ବେକାରୀ ଏକ ପ୍ରମୁଖ ସମସ୍ୟା ପାଲଟିଛି । ନିଯୁକ୍ତି ପ୍ରଦାନ ତଥା ବେକାରୀ ସମସ୍ୟା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଇଁ ଏକ ଆହ୍ବାନ ହୋଇଛି । ମାତ୍ର ଏହି ସମୟରେ ଓଡିଶା ବେକାରୀ ସମସ୍ୟା ନିୟନ୍ତ୍ରଣରେ ଅନନ୍ୟ ଉଦାହରଣ ପାଲଟିଛି । ମେ ମାସରେ ପ୍ରକାଶ ପାଇଥିବା ସେଣ୍ଟର ଫର୍‍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia