April 21, 2025

ବିଶ୍ୱରେ ୫୨୦୦ ସ୍କ୍ରିନରେ ରିଲିଜ ହେବ ସୂର୍ଯ୍ୟବଂଶୀ

ମୁମ୍ବାଇ: ରୋହିତ ସେଟ୍ଟିଙ୍କ ବହୁ ପ୍ରତକ୍ଷିତ ଆକ୍ସନ ମୁଭି ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ। ସୂର୍ଯ୍ୟବଂଶୀ ବିଶ୍ୱରେ ୫୨୦୦ ସ୍କ୍ରିନରେ ରିଲିଜ ହେବ । ଏହି ଫିଲ୍ମରେ ରଣବୀରଙ୍କ ୮୩ ଫିଲ୍ମର ଟିଜର ରହିବ । ପ୍ରାପ୍ତ ଖବର ଅନୁସାରେ ଭାରତରେ ୪୦୦୦ ଓ ବିଦେଶରେ ଏହା

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia