April 21, 2025

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟ ପାଇଁ ମଡେଲ୍ ସାଜିଛି

ଭୁବନେଶ୍ବର: ଓଡିଶା ବିପର୍ଯୟ ପ୍ରଶମନ କର୍ତୃପକ୍ଷଙ୍କ ଠାରୁ ବିପର୍ଯୟ ପରିଚାଳନା ସମ୍ବନ୍ଧରେ ଜ୍ଞାନ ହାସଲ ପାଇଁ ମହାରାଷ୍ଟ୍ରରୁ ଆସିଛନ୍ତି ଏକ ୫୦ ଜଣିଆ ପ୍ରତିନିଧି ଦଳ। ମହାରାଷ୍ଟ୍ର ରାୟଗଡ ଜିଲ୍ଲାରୁ ଆସିଥିବା ଏହି ୫୦ ଜଣିଆ କ୍ଷେତ୍ରୀୟ ଅଧିକାରୀମାନେ ତିନିଦିନ ଧରି ତାଲିମ ପ୍ରାପ୍ତ କରିବେ ଓସଡମା ଠାରୁ । ଏହି ପ୍ରଶିକ୍ଷଣ ଶିବିରକୁ ମଧୁସୂଦନ ଦାସ ଆଞ୍ଚଳିକ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia