April 22, 2025

ବିଧାନ ପରିଷଦ ଗଠନ ନେଇ ବଢିଲା ବିବାଦ: ଉତ୍ତର ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଛି । ସେକ୍ରେଟାରୀ ରାଜ୍ୟସଭା ଓ ସେକ୍ରେଟାରୀ ଲୋକସଭାକୁ ପ୍ରସ୍ତାବ ପଠାଯାଇଥିଲା । {image-enfyz8nxyaelqzq-1629452992.jpg

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia