April 23, 2025

ବିଧାନସଭା ନିର୍ବାଚନ LIVE : ଉତ୍ତର ପ୍ରଦେଶ ସମେତ 5 ରାଜ୍ୟରେ କାହାକୁ ମିଳିବ ବହୁମତ, ଦେଖନ୍ତୁ ଏକ୍ଜିଟ୍ ପୋଲ୍ ସର୍ଭେ

ଲକ୍ଷ୍ନୋ: ଉତ୍ତରପ୍ରଦେଶରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଶେଷ ହେବା ସହିତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି । ୟୁପି, ଉତ୍ତରାଖଣ୍ଡ,  ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ପୃଥକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା ଏବଂ ମାର୍ଚ୍ଚ 10 ରେ ଫଳାଫଳ ଘୋଷଣା କରାଯିବ ।  ଏହା ପୂର୍ବରୁ ବିଭିନ୍ନ ରାଜ୍ୟରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia