April 21, 2025

ବିଧାନସଭା ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟକୁ ନିର୍ବାଚନ ଆୟୋଗର ଚିଠି, ଟୀକାକରଣକୁ ତ୍ୱରାନ୍ୱିତ କର

ନୂଆଦିଲ୍ଲୀ : ଚଳିତ ବର୍ଷ ଆସନ୍ତା ମାସରେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟରେ କରୋନା ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି । କରୋନା ଟୀକାକରଣ ବୃଦ୍ଧି କରିବାକୁ ଆୟୋଗ ପାଞ୍ଚଟି ରାଜ୍ୟକୁ କହିଛନ୍ତି । ସୋମବାର ଦିନ ପଞ୍ଜାବ, ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ମଣିପୁରର ମୁଖ୍ୟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia