ଭୁବନେଶ୍ବର : ବିଧାନସଭାର ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହେଲା। ଅଧିବେଶନର ଆଜି ନବମ ଦିବସ ଥିଲା, ସବୁ ଦିନ ଭଳି ଆଜି ମଧ୍ୟ ବିରୋଧୀଙ୍କ ହୋ ହଲ୍ଲାରେ କମ୍ପିଥିଲା ବିଧାନସଭା। ଆଜି ଗୃହରେ ସରକାରୀ ଦଳର ମୁଖ୍ୟ ସଚେତକ ମୁଲତବି ପ୍ରସ୍ତାବ ଆଣିଥିଲେ। ହରେ କୌଣସି ବିଜ୍ନେସ୍ ନଥିବାରୁ ସେ ମୁଲତବି ପ୍ରସ୍ତାବ ଆଣିଥିଲେ ।
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia
More Stories
ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ
ଅଜିତ ପାୱାରଙ୍କ ସମେତ 9 ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କଲା ଏନସିପି, ECI କୁ ଲେଖିଲା ଚିଠି
ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ