April 22, 2025

ବିଧାନସଭାରେ ଚିଟଫଣ୍ଡ ତାତି: ଅପରାହ୍ନ ୪ଟା ଯାଏଁ ମୁଲତବୀ ରହିଲା ଗୃହକାର୍ଯ୍ୟ

ଭୁବନେଶ୍ୱର: ଆଜି ବିଧାନସଭାରେ ଚିଟଫଣ୍ଡ ତାତି । ଗୃହରେ ଶୂନ୍ୟକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ। ବିଜେପି ଓ କଂଗ୍ରେସର ସଦସ୍ୟଙ୍କ ହଟ୍ଟଗୋଳ ଲାଗି ଗୃହକୁ ପୁଣି ମୁଲତବୀ ରଖିଲେ ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia