April 20, 2025

ବିଜୟ ରୂପାଣୀଙ୍କ ପରେ କିଏ ହେବ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଚର୍ଚ୍ଚାରେ ଏହି 4 ଟି ନାମ

ନୂଆଦିଲ୍ଲୀ : କାର୍ଯ୍ୟକାଳ ଶେଷ ହେବାର 15 ମାସ ପୂର୍ବରୁ ଗୁଜୁରାଟର ମୁକ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ହଠାତ୍ ଇସ୍ତଫା ଦେଇଛନ୍ତି । ଅପରାହ୍ନରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ସର୍ଦ୍ଦାର ଧାମ ଭବନଙ୍କୁ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଉଦଘାଟନ କରିଥିଲେ, ସେତେବେଳେ କୌଣସି ଧାରଣା ନଥିଲା ଯେ ରାଜ୍ୟର ସିଏମ୍ ଅଳ୍ପ ସମୟ ମଧ୍ୟରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia