April 22, 2025

ବିଜେପିରେ ସାମିଲ ହେଲେ ୟୁପିଏ ସରକାରରେ ମନ୍ତ୍ରୀ ଥିବା ଆରପିଏନ୍ ସିଂହ, ପଡରୌନା ରୁ ଲଢିପାରନ୍ତି ନିର୍ବାଚନ

ଲକ୍ଷ୍ନୌ : ଉତ୍ତରପ୍ରଦେଶ କଂଗ୍ରେସର ଭେଟେରାନ ନେତା ଭାବେ ଜଣାଶୁଣା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଏବଂ ୟୁପି ଡେପୁଟି ସିଏମ କେଶବ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia