April 30, 2025

ବିଜେଡି ଜିଲ୍ଲା ପରିଷଦ ସଭ୍ୟକ ଆତ୍ମହତ୍ୟା, ଫେସବୁକ୍ ପୋଷ୍ଟକୁ ନେଇ ବଢିଛି ସସପେନ୍ସ

ପୁରୀ: ନିମାପଡ଼ା ୧୧ ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କର ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଶିଶୁପାଳ ସ୍ଥିତ ବାସଭବନରୁ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ସସପେନ୍ସ ଲାଗି ରହିଛି । ଯେଉଁଥିରେ ସେ ଲେଖିଛନ୍ତି ଯେ’ ମୋ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia