April 22, 2025

ବିଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି ସରକାର

ଭୁବନେଶ୍ବର: ବିଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି ସରକାର । ବିଧାନସଭାରେ ଗୁରୁବାର ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ହିସାବ ଦେଇଛନ୍ତି । ସମାଜର ପ୍ରତିଟି ବର୍ଗର ଲୋକ ସରକାର ଆଣିଥିବା ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ଆଉ ଏହି ଯୋଜନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia