April 24, 2025

ବାରବାଟୀ ଟି-20: ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିସିସିଆଇ ବସ୍

ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ଗାଙ୍ଗୁଲି । ଆଜି ବାରବାଟୀ ଫାଇଟ୍ ଦେଖିବାକୁ ଓଡିଶା ପହଞ୍ଚିଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତେବେ ମ୍ୟାଚ ପୂର୍ବରୁ ଏହା ସୌଜନ୍ୟ ମୁଳକ ସାକ୍ଷାତକାର ହୋଇଛି । ଉଭୟ ମଧ୍ୟ ଆଜି ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବ । ସୂଚନାଥାଉ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia