April 19, 2025

ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ, ଘରକୁ ଆସିଲା କୁନି ପରୀ

ହାଇଦ୍ରାବାଦ: ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ । ପତ୍ନୀ ଉପାସନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଉଭୟ ମା’ ଓ ପିଲା ସୁସ୍ଥ ଥିବା ମେଡିକାଲ ପକ୍ଷରୁ କହୁଯାଇଛି । ସୂଚନାଥାଉ କି, ରାମଚରଣ ଇନଷ୍ଟାଗ୍ରାମରେ କିଛି ମାସ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia