April 30, 2025

ବାଦାମବାଡ଼ି ଭରତିଆ ଟାୱାରରେ ଭୟାବହ ଅଗ୍ନିକାଣ୍ଡ

କଟକ: ବାଦାମବାଡ଼ି ସ୍ଥିତ ଭରତିଆ ଟାୱାରରେ ଲାଗିଲା ନିଆଁ । ଷଷ୍ଠ ମହଲାରେ ଲାଗିଛି ନିଆଁ । କାରଣ ଅସ୍ପଷ୍ଟ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ନିଆଁ ଲାଗିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ନିଆଁ ଲାଗିଥିବା ସ୍ଥାନରୁ ଜଣେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia