April 20, 2025

ବାତ୍ୟା ହେବନି, କେବଳ ୩ଦିନ ଲାଗିରହିବ ବର୍ଷା: IMD ଡିଜି

ଭୁବନେଶ୍ୱର: ଟଳିଲା ବାତ୍ୟା ଆଶଙ୍କା । ଅକ୍ଟୋବରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଉପରେ ପୁର୍ଣ୍ଣଛେଦ୍ ପଡିଛି । ବାତ୍ୟା ନୁହେଁ, କେବଳ ବର୍ଷା ହେବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ବାତ୍ୟାର ରୂପ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia