April 19, 2025

ବନ୍ଦ ହେଲା କପିଲ ଶର୍ମା ଶୋ’, କୁଆଡ଼େ ଗଲେ କପିଲ ?

ମୁମ୍ବାଇ: ଦର୍ଶକଙ୍କୁ ହସି ହସି ବେଦମ୍‌ କରାଏ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ ‘। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବା ବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଥିଲା । ଶୋ’ରେ ବଲିଉଡର ବରିଷ୍ଠ କଳାକାର ଯୋଗ ଦେଇଥାନ୍ତି । ତେବେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia