ଭୁବନେଶ୍ୱର: ସାରା ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ । ବିଭିନ୍ନ ସ୍ଥାନରେ କୋଭିଡ ନିୟମ ଓ ମାସ୍କ କଡାକଡି କରିବ ସତ୍ୱେ ମଧ୍ୟ ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ସେପଟେ ଆଜି (ଗୁରୁବାର) ଅପରାହ୍ନରେ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
IIT signs pact for research into sustainable EV tech
NIT-R teams patents eco-friendly packaging material from flower waste
At 46.2°C, Jharsuguda hottest in country