April 21, 2025

ଫାୟାର୍ ପାନ୍ ପରେ ଏବେ ଫାୟାର୍ ଗୁପ୍‌ଚୁପ୍‌କୁ ନେଇ ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ: ଫାୟାର ପାନ ପରେ ସୋସିଆଲ ମିଡିଆରେ ଫାୟାର ଗୋଲ ଗପ୍ପା ବା ଗୁପ୍‌ଚୁପ୍‌ର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଅହମ୍ମଦାବାଦରେ ଜଣେ ଯୁବତୀଙ୍କ ଷ୍ଟ୍ରିଟ୍ ଫୁଡ୍ ଉପଭୋଗ କରୁଥିବା ଏକ ଭିଡିଓ ଭାଇରାଲ୍ ହୋଇଛି। ଫୁଡ ଷ୍ଟଲରେ ନିଆଁ ଲାଗିଥିବା ଏକ ଗୁପ୍‌ଚୁପ୍‌ ପାଟିରେ ପକାଇବା ଦୃଶ୍ୟ ଆପଣଙ୍କୁ ମଧ୍ୟ ଚକିତ କରିଦେବ। ସୂଚନା

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia