April 22, 2025

ପେଟ୍ରୋଲର ମୂଲ୍ୟ ବୃଦ୍ଧି ଉପରେ ମୋଦୀ ସରକାର ଉପରେ ବର୍ଷିଲେ ରାହୁଲ, କହିଲେ – ଜୁମଲା ଭରା ବ୍ୟାଗ ନେଇ ଭାରତ ଲୁଟୁଛନ୍ତି

ନୂଆଦିଲ୍ଲୀ : ଦେଶରେ ପ୍ରତିଦିନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିଛନ୍ତି । ପଡୋଶୀ ଦେଶ ସହିତ ପେଟ୍ରୋଲର ମୂଲ୍ୟ ତୁଳନା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ବର୍ତ୍ତମାନର କେନ୍ଦ୍ର ସରକାର ଦେଶ ଲୁଟିବା କାମ କରୁଛନ୍ତି । ରାହୁଲ ହ୍ୟାସଟ୍ୟାଗ ମହଙ୍ଗାମୁକ୍ତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia