April 21, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ 5 କୋଟି ଟଙ୍କା ମାନହାନୀ ନୋଟିସ ପଠାଇଲେ ନବାବ ମଲିକଙ୍କ ଝିଅ-ଜ୍ୱାଇଁ

ମୁମ୍ବାଇ : ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ବର୍ତ୍ତମାନ ଆଇନଗତ ଯୁଦ୍ଧରେ ପହଞ୍ଚିଛି । ନବାବ ମଲିକଙ୍କ ଝିଅ-ଜ୍ୱାଇଁ ଘରୁ ଡ୍ରଗ୍ସ ଜବତ ହୋଇଥିବା ନେଇ ଦେବେନ୍ଦ୍ର ଫଡନାଭିସ୍ କହିବା ପରେ ନବାବଙ୍କ ଝିଅ ନୀଲୋଫର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia