April 20, 2025

ପୂଜାରେ ଭିଜିବ ଓଡିଶା, ସମ୍ଭାବ୍ୟ ବାତ୍ୟା ଯୋଗୁଁ ଫିକା ପଡିପାରେ ଦଶହରା

ଭୁବନେଶ୍ବର: କରୋନା କଟକଣା ପାଇଁ ତ ଫିକା ପଡିଛି ଶରାଦୀୟ ଦୁର୍ଗା ପୂଜା । ସେପଟେ ପୂଜାକୁ ଓଦା କରିବା ପାଇଁ ବି ଓଡିଶା ମୁହାଁ ବାତ୍ୟା । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାଇ, ଆସନ୍ତା ୧୦ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପକ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୪-୫ ଦିନରେ ଏହା ଆହୁରି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia