ମୁମ୍ବାଇ: ପର୍ଣ୍ଣୋଗ୍ରାଫି ନେଇ ରାଜ କୁନ୍ଦ୍ରାଙ୍କ ନାମରେ ମାମଲା ରୁଜୁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ସମେତ ଗତବର୍ଷ ଜୁଲାଇ 19 ରେ 11 ଜଣଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia
More Stories
ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ, ଘରକୁ ଆସିଲା କୁନି ପରୀ
କମି ଚାଲିଛି ‘ଆଦିପୁରୁଷ’ର ଆୟ, ବମ୍ପର ଓପନିଂ ପରେ ଫ୍ଲପ୍ ହେଲା ଫିଲ୍ମ: ଆଜି ହୋଇଛି ମାତ୍ର ଏତିକି କଲେକ୍ସନ
ବିବାଦରେ ‘ଆଦିପୁରୁଷ’: ବଦଳିବ ସିନେମାର ଡାଏଲଗ, ସମାଲୋଚନା କରୁଛନ୍ତି ଦର୍ଶକ