April 20, 2025

ପୁଅ ସହ ଭିଡିଓ କଲ୍‌ରେ କଥା ହେଲେ ଶାହାରୁଖ

ମୁମ୍ବାଇ: କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଜାମିନ୍‌ ଶୁଣାଣି ତାଙ୍କର ସ୍ଥଗିତ ରଖାଯାଇଛି । ଯାହା ଅକ୍ଟୋବର ୨୦କୁ ଘୁଞ୍ଚି ଯାଇଛି । ତେବେ ଆଜି ଭିଡିଓ କଲ୍‌ ମାଧ୍ୟମରେ ଜେଲ ଭିତରୁ ଆର୍ଯ୍ୟନଙ୍କ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍‌ ଓ ଗୌରୀ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia