April 22, 2025

ପି.କେ ଙ୍କ ଆଧାରରେ 2024 ରେ କ୍ଷମତାକୁ ଫେରିବା ଲକ୍ଷ୍ୟ ରଖିଛି କଂଗ୍ରେସ, ଆସନ୍ତା ମାସରେ ଆସିବ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ ହେବ

ନୂଆଦିଲ୍ଲୀ : କଂଗ୍ରେସ ଦଳକୁ ପୁଣିଥରେ ନୂଆ ରଙ୍ଗରେ ଉପସ୍ଥାପନ କରିବାକୁ ସଂଘର୍ଷ ଚାଲିଛି । ଏଥିପାଇଁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଗତ କିଛି ମାସ ଧରି ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ପ୍ରବେଶକୁ ନେଇ ଆଲୋଚନା ଚାଲିଛି ଏବଂ କଂଗ୍ରେସ ଦଳ ମଧ୍ୟ ଏ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia