ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଷ୍ଟାର ପ୍ରଚାରକ ତାଲିକାର ପ୍ରଥମେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ ।
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia
More Stories
ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ
ଅଜିତ ପାୱାରଙ୍କ ସମେତ 9 ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କଲା ଏନସିପି, ECI କୁ ଲେଖିଲା ଚିଠି
ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ