April 22, 2025

ପିଏମଙ୍କ ହେଲିକପ୍ଟର ଯୋଗୁ ସିଏମଙ୍କୁ ମିଳିଲାନି ଉଡାଣ ଅନୁମତି

ଚଣ୍ଡୀଗଡ଼: ପଞ୍ଜାବରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଏକ ଗୁରୁତ୍ବପୂର୍ଣ ଘଟଣାକ୍ରମରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂହ ଏକ ନିର୍ବାଚନୀ ପ୍ରଚାରରେ ହୋଶିଆରପୁର ଯିବାକୁ ଥିବା ବେଳେ ତାଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳି ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନିର୍ବାଚନୀ ଗସ୍ତ ସମାନ ସମୟରେ ରହିଥିବା ଯୋଗୁ, ସୁରକ୍ଷା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia