April 20, 2025

ପାର୍ବଣରେ ବଢିଲା କରୋନା ଗ୍ରାଫ, ଆଜି ୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଏବେ ଚାଲିଛି ପାର୍ବଣ ଋତୁ । କଡା କଟକଣା ରାଜ୍ୟରେ ଜାରି ରହିଥିବା ବେଳେ ଆଜି କରୋନା ଗ୍ରାଫ ସାମାନ୍ୟ ବଢିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ୨୪ ଘଣ୍ଟାରେ ୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ୬୮ ଜଣ ଆକ୍ରାନ୍ତ ରହିଛନ୍ତି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia