April 22, 2025

ପାଞ୍ଚ ରାଜ୍ୟର ନିର୍ବାଚନ ମଧ୍ୟରେ ନେତାଙ୍କୁ କରୋନା ସଂକ୍ରମଣ, ଅଡୁଆରେ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟରେ ରାଜନୈତିକ ଦଳ ଗୁଡିକୁ ଘାରିଛି କରୋନା ସଂକ୍ରମଣ ଚିନ୍ତା । କିଛିଦିନ ମଧ୍ୟରେ ବିଜେପି ତଥା ଅନ୍ଯାନ୍ଯ ଦଳର ବରିଷ୍ଠ ନେତାମାନେ କୋଭିଡ ସଂକ୍ରମିତ ହେବା ପ୍ରଚାର କ୍ଷେତ୍ରରେ ସମସ୍ଯା ସୃଷ୍ଟି କରିଛି । ରଜନାଥ ସିଂହ କରୋନା ପଜିଟିଭ ହେବା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia