ବୀରତ୍ୱ ଓ ବଳିଦାନର କାହାଣୀଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା,ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ, ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ବକ୍ସି ଜଗବନ୍ଧୁ । ବକ୍ସିଙ୍କ ପୁରା ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର। ସେ ‘ପାଇକ ବକ୍ସି’ ନାମରେ ମଧ୍ୟ ପରିଚିତ। ୧୭୭୩ ମସିହାରେ ଜନ୍ମ ନେଇଥିଲେ ବକ୍ସି ଜଗବନ୍ଧୁ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Similipal to set up mini nurseries for endangered plants conservation
2 held from UP for duping visitors with fake Puri shrine accommodation sites
1 dead, 6 injured in mine bus accident