April 22, 2025

ପଶ୍ଚିମରେ ଅସହ୍ୟ ତାତି, ୪୫ ଡିଗ୍ରୀ ସହ ଟିଟିଲାଗଡ ହେଲା ତତଲାଗଡ

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶା‌ର ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ଉପକୂଳ ଅପେକ୍ଷା ଶୁକ୍ରବାର ପଶ୍ଚିମ ଓଡିଶାରେ ଅସହ୍ୟ ତାତି ହୋଇଛି । ୪୫ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜ୍ୟର ୬ଟି ସହରରେ ତାପମାତ୍ରା ୪୪

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia