April 20, 2025

ପଶ୍ଚିମବଙ୍ଗ ଉପ-ନିର୍ବାଚନ : ଭବାନୀପୁରରେ ମମତାଙ୍କୁ ଚ୍ୟାଲେଞ୍ଜ କରିବେ ସିପିଆଇ ପ୍ରାର୍ଥୀ ଶ୍ରୀଜୀବ ବିଶ୍ୱାସ

କୋଲକାତା : ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ସିପିଆଇ (ଏମ୍) ଶ୍ରୀଜୀବ ବିଶ୍ୱାସଙ୍କୁ ପ୍ରାର୍ଥୀ କରଛି । କଲିକତା ଜିଲ୍ଲା କମିଟି ଦ୍ୱାରା ତାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ବୁଧବାର ରାଜ୍ୟ ସଚିବାଳୟ ବୈଠକରେ ତାଙ୍କ ନାମରେ ସମସ୍ତ ବରିଷ୍ଠ ନେତା ଏକମତ ହୋଇଥିଲେ । ଯେତେବେଳେ କି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia