April 21, 2025

ପରଲୋକରେ ନଟୁ କାକା: ଦେଶର ଦୀର୍ଘତମ ସିରିୟଲରେ କରୁଥିଲେ ନିଖୁଣ ଅଭିନୟ

ମୁମ୍ବାଇ: ଭାରତୀୟ ଟେଲିଭିଜନ ସିରିୟାଲ ଦୁନିଆର ସର୍ବ ବୃହତ ଶୋ’ “ତାରକ ମେହଟା କା ଉଲଟା ଚଷମା”ର ଲୋକପ୍ରୀୟ ଅଭିନେତା ନଟୁ କାକାଙ୍କ ଆଜି ଦେହାନ୍ତ ହୋଇଯାଇଛି । ଘନଶ୍ୟାମ ନାଏକ ଓରଫ ନଟୁ କାକା କାମ କରନ୍ତି ଧାରାବାହିକର ମୁଖ୍ୟ ଅଭିନେତାଙ୍କ ଇଲେକ୍ଟ୍ରୋନିକ ଦୋକାନରେ । ତାଙ୍କ ଅଭିନୟ ଏତେ ଜୀବନ୍ତ ଯେ, ମୁମ୍ବାଇ ବୁଲିବାକୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia