April 22, 2025

ପଞ୍ଜାବ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ହେଲେ ରାଜା, ଭୂଷଣ ହେଲେ ପିପିସିସିର କାର୍ଯ୍ୟକାରିଣୀ ଅଧ୍ୟକ୍ଷ

ଚଣ୍ଡିଗଡ଼ : ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଅନେକ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିଛି । ପଞ୍ଜାବରେ ବିଧାନସଭା ନିର୍ବାଚନରେ ହାରିବା ପରେ ଅମରିନ୍ଦର ସିଂହ ରାଜାଙ୍କୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କରାଯାଇଛି । ଏଥି ସହିତ ଭରତ ଭୂଷଣ ଆଶୁ ପିପିସିସିର କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ସମ୍ଭାଳିବେ । ଏହି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia