April 21, 2025

ପଞ୍ଜାବ ରାଜନୀତିରେ ନୂଆ ଟୁଇଷ୍ଟ: ବିଜେପି ସହ ମେଣ୍ଟ ଘୋଷଣା କଲେ କ୍ଯାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିରେ ଆସିଲା ଜବରଦସ୍ତ ଟୁଇଷ୍ଟ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରିନ୍ଦର ସିଂହଙ୍କୁ ନେଇ ଆସିଲା ନୂଆ ରାଜନୈତିକ ଖବର। ମୁଖ୍ୟମନ୍ତ୍ରୀ ପଦବୀ ଛାଡିବା ସହିତ କଂଗ୍ରେସରୁ ଇସ୍ତଫା ଦେଇଥିବା କ୍ଯାପଟେନ ସିଂ ନୂତନ ରାଜନୈତିକ ଦଳ ଗଠନ ପାଇଁ ପୂର୍ବରୁ ଘୋଷଣା କରିଥିବା ବେଳେ ଆସନ୍ତା ବିଧାନସଭା ନିର୍ବାଚନରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia