April 22, 2025

ପଞ୍ଜାବ : ଭଗୱନ୍ତ ମାନ୍ ହେବେ AAPର ମୁଖ୍ୟମନ୍ତ୍ରୀ ଚେହେରା, ଘୋଷଣା କଲେ କେଜ୍ରିୱାଲ

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଏହାର ରାଜ୍ୟ ଅଧ୍ୟକ୍ଷ ତଥା ସଙ୍ଗରୁର ସାଂସଦ ଭଗୱନ୍ତ ମାନ୍ ଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia