April 21, 2025

ପଞ୍ଜାବ ବିଧାନସଭା ନିର୍ବାଚନ: ଝୁଲା ବିଧାନସଭା ନେଇ ପ୍ରକାଶ ପାଇଲା ଜନମତ ସର୍ଭେ

ଭୁବନେଶ୍ବର: ଏବିପି-ସି-ଭୋଟର ସଂସ୍ଥା ପକ୍ଷରୁ ପଞ୍ଜାବ ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଛି ନୂଆ ଜନମତ। ତିନୋଟି କୃଷି ଆଇନ ପ୍ରତ୍ୟାହାର ଏବଂ କୃଷକଙ୍କ ଆନ୍ଦୋଳନ ଶେଷ ହେବା ପରେ ନିର୍ବାଚନ ସମୀକରଣରେ ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ଅଛି । ଏବିପି-ସି-ଭୋଟରଙ୍କ ଅନୁଯାୟୀ, ଏଥର ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ରାଜ୍ୟର ସବୁଠୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia