April 22, 2025

ପଞ୍ଜାବ : ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କଲା AAP, ମୁଖ୍ୟମନ୍ତ୍ରୀ ଚନ୍ନୀ ବିରୋଧରେ ଚରଣଜିତ ସିଂହ ଙ୍କୁ ଟିକେଟ୍

ଚଣ୍ଡିଗଡ଼ : ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ପଞ୍ଚମ ତାଲିକା ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି (AAP) ପ୍ରକାଶ କରିଛି । ଏହି ତାଲିକାରେ ଦଳରେ 15 ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନାମ ହେଉଛି ଡକ୍ଟର ଚରଣଜିତ ସିଂହ ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia