April 20, 2025

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍ ସିଂହ ଚନ୍ନୀ, ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦୁଇ ନେତା

ଚଣ୍ଡୀଗଡ଼ : ପଞ୍ଜାବରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସୋମବାର (ସେପ୍ଟେମ୍ବର 20) ରେ ରାଜ ଭବନରେ କଂଗ୍ରେସ ବିଧାୟକ ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚରଣଜିତ ସିଂହ ଚନ୍ନୀ ବର୍ତ୍ତମାନ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଚରଣଜିତ ସିଂହଙ୍କୁ ଶପଥ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia