April 22, 2025

ପଞ୍ଜାବରେ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ନିର୍ବାଚନୀ ବୈଠକରେ ଆକ୍ରମଣ, 4 ଜଣ ଆହତ, ଚେୟାର ଭାଙ୍ଗିଲେ ଆକ୍ରମଣକାରୀ

ପଠାନକୋଟ : ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଚାରପ୍ରସାର ପାଇଁ ରାଜନୈତିକ ଦଳର ନେତାମାନେ ବୈଠକ ପରେ ବୈଠକ କରୁଛନ୍ତି । ବିରୋଧୀ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଅଶ୍ୱିନୀ ଶର୍ମା ମଧ୍ୟ ଏକ ବୈଠକ କରୁଥିବା ସମୟରେ କିଛି ଲୋକ ଆକ୍ରମଣ କରିଥିଲେ । ଅଶ୍ୱିନୀ ଶର୍ମାଙ୍କ ଏହି ବୈଠକ ପଠାନକୋଟରେ ଅନୁଷ୍ଠିତ ହୋଇଥିଲା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia