April 22, 2025

ପଞ୍ଜାବରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ? ସିଦ୍ଧୁ କହିଲେ – ରାହୁଲ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ, ତାହା ଗ୍ରହଣୀୟ

ଚଣ୍ଡିଗଡ଼ : ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ କଂଗ୍ରେସ ଦଳରେ ଏବେବି ଅଟକଳ ଲାଗି ରହିଛି । ଦଳର ହାଇ କମାଣ୍ଡ ଦ୍ୱାରା ମୁଖ୍ୟମନ୍ତ୍ରୀ ଚେହେରା ନେଇ କୌଣସି ଘୋଷଣା କରାଯାଇ ନାହିଁ । ବର୍ତ୍ତମାନର ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଏବଂ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ କଂଗ୍ରେସରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia